Logo Ekvastra

Geet, Subhashita, AmrutVachan and Bodhkatha

User Tools


geet:ek_desh_ek_jati_ek_sanskriti

Ek Desh Ek Jati Ek Sanskriti

ସ୍ୱତନ୍ତ୍ରତା ଚାହେ ସଦା ନିତ୍ୟ ଜାଗୃତି
ସ୍ୱତନ୍ତ୍ରତା ଚାହେ ସଦା ନିତ୍ୟ ଜାଗୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି

ସ୍ୱାଭିମାନ ଜ୍ୱାଳାପୂର୍ଣ୍ଣ ଅନ୍ତକରଣ
ବନ୍ଧୁତ୍ୱ ସୂତ୍ରିବଧ ଜନ ଜୀବନ
କାୟ ମନ ବାକ୍ୟ ପୂର୍ଣ୍ଣ ରାଷ୍ଟ୍ର ଭକ୍ତି
ସ୍ୱତନ୍ତ୍ରତା ଚାହେ ସଦା ନିତ୍ୟ ଜାଗୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି

ଆତ୍ମନୁସାସନ ସୀତ ମନ ବୁଦ୍ଧି ପ୍ରେରଣା
ବିଜି କେସୁ ବୃତ୍ତି ପୂର୍ଣ୍ଣ ଶକ୍ତି ସାଧନା
ଭୀତି ସୂନ୍ୟ ଉଚ୍ଚସୀର ବ୍ୟକ୍ତି ପ୍ରକୃତି
ସ୍ୱତନ୍ତ୍ରତା ଚାହେ ସଦା ନିତ୍ୟ ଜାଗୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି

କର୍ମ ପ୍ରବଣ ଜୀବନ ଧର୍ମ ଭାବନା
ସୃଂଖଳିତ ବ୍ୟକ୍ତି ଶିଳ୍ପ ଗୋଷ୍ଠୀ ଚେତନା
ଆତ୍ମ ବଳିଦାନ ପାଇଁ ନିତ୍ୟ ପ୍ରସ୍ତୁତି
ସ୍ୱତନ୍ତ୍ରତା ଚାହେ ସଦା ନିତ୍ୟ ଜାଗୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି

ବେଶ ଭୂଷା ଭାଷା ରୀତି ନୀତି ପ୍ରକୃତି
ସ୍ୱଦେଶୀ ସୁଜାତି ସ୍ୱବଳମ୍ବୀ ପ୍ରବୃତି
ନିତ୍ୟ ସିଦ୍ଧ ସମାଜରେ ସୌଚ୍ଛ୍ୟ ଶକ୍ତି
ସ୍ୱତନ୍ତ୍ରତା ଚାହେ ସଦା ନିତ୍ୟ ଜାଗୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି
ଏକ ଦେଶ ଏକ ଜାତି ଏକ ସଂସ୍କୃତି

Ek Desh Ek Jati Ek Sanskriti

Ek desh ek jati ek sanskriti
Ek desh ek jati ek sanskriti
Swatantrata chahe sada nitya jagruti
Ek desh ek jati ek sanskriti

Swabhimaan jwalapurna antakaran
Bandhutara sutribhaddha jan jeevan
Kaya man vakya purna rashtra bhakti
Swatantrata chahe sada nitya jagruti
Ek desh ek jati ek sanskriti

Atmanusha seet man buddhi prerna
Bijigyeshu brutti purna shakti sadhana
Bhiti soonya uchchaseer vyakti prakriti
Swatantrata chahe sada nitya jagruti
Ek desh ek jati ek sanskriti

Karma prabhan jeevan dharma bhavana
Sankalit vyakti shilp gaashti chetana
Atma balidan pain nitya prastuti
Swatantrata chahe sada nitya jagruti
Ek desh ek jati ek sanskriti

Besh bhusha bhasha reeti niti prakriti
Swadeshi sujati swabalambi pravrutti
Nitya siddha samajare shauchya shakti
Swatantrata chahe sada nitya jagruti
Ek desh ek jati ek sanskriti

Ek desh ek jati ek sanskriti
Ek desh ek jati ek sanskriti